ଭୁବନେଶ୍ୱର ଉପକଣ୍ଠ ଜାମୁଝରିରେ ନିର୍ମାଣ ହେବ ରାଜ୍ୟର ବୃହତ୍‌ ଜେଲ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଜାମୁଝରିରେ ଅନ୍ତର୍ଜାତୀୟ ସ୍ତରୀୟ ବୃହତ୍‌ ଜେଲ ନିର୍ମାଣ ହେବ। ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ ସେଠାକୁ ସ୍ଥାନାନ୍ତରିତ ହେବ। ଏହି ଜେଲ୍‌ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ। ଏହି ସ୍ୱତନ୍ତ୍ର ଜେଲ୍‌ରେ ୨୫୦୦ କଏଦୀ ରହିପାରିବେ। ୫୦ ଏକର ଜାଗାରେ ନିର୍ମାଣ ହେବ ଏହି ଜେଲ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହେବ। ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ … Continue reading ଭୁବନେଶ୍ୱର ଉପକଣ୍ଠ ଜାମୁଝରିରେ ନିର୍ମାଣ ହେବ ରାଜ୍ୟର ବୃହତ୍‌ ଜେଲ